ଆର ପାରିରେ ହକି କିମ୍ବଦନ୍ତୀ ପଦ୍ମଶ୍ରୀ ବଲବୀର ସିଂହ

ତିନି ଥର ଅଲିମ୍ପିକ୍ ସ୍ଵର୍ଣ୍ଣପଦକ ବିଜେତାଙ୍କ ୯୫ ବର୍ଷରେ ଦେହାନ୍ତ ନୂଆଦିଲ୍ଲୀ: ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ବଲବୀର ସିଂହ ସିନିଅର୍ ଭାବେ ସୁପରିଚିତ ତିନି ଥର ଅଲିମ୍ପିକ୍ ସ୍ଵର୍ଣ୍ଣପଦକ ଜିଣିଥିବା ହକି କିମ୍ବଦନ୍ତୀ ବଲବୀର ସିଂହ ଦୋସାଞ୍ଝଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୋହାଲିସ୍ଥିତ ଫୋର୍ଟିଜ୍ ହସ୍ପିଟାଲ୍‌ର ନର୍ଦ୍ଦେଶକ ଅଭିଜିତ ସିଂହ କହିଛନ୍ତି ଆଜି ସକାଳ ପ୍ରାୟ ୬: ୩୦ ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଛି। ମେ ୮ … Continue reading ଆର ପାରିରେ ହକି କିମ୍ବଦନ୍ତୀ ପଦ୍ମଶ୍ରୀ ବଲବୀର ସିଂହ